"INDIA alliance leaders on stage at Ramlila Maidan Delhi rally addressing voter concerns."

Opposition’s Ramlila Maidan Rally: Symbolism or Strategy? /ରାମଲୀଳା ମୈଦାନରେ ବିରୋଧୀଙ୍କ ହୁଙ୍କାର: ଶକ୍ତିପ୍ରଦର୍ଶନ ନା ନିର୍ବାଚନୀ ରଣନୀତି?

ନୂଆଦିଲ୍ଲୀରେ ବିରୋଧୀଙ୍କ ବିଶାଳ ସମାବେଶ: ରାମଲୀଳା ମୈଦାନରୁ ସରକାରଙ୍କ ବିରୋଧରେ ହୁଙ୍କାର News Inshot: ରାଜଧାନୀ ନୂଆଦିଲ୍ଲୀର ଐତିହାସିକ ରାମଲୀଳା ମୈଦାନରେ ରବିବାର ବିରୋଧୀ ‘ଇଣ୍ଡିଆ’ (INDIA) ମେଣ୍ଟ ପକ୍ଷରୁ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକାରେ ଅନିୟମିତତା ଏବଂ ଗଣତନ୍ତ୍ର ସୁରକ୍ଷା ଅଭିଯାନକୁ ନେଇ ଆୟୋଜିତ ଏହି ‘ଚଲୋ ଦିଲ୍ଲୀ’ ମହାରାଲିରେ ବିରୋଧୀ ଦଳର ପ୍ରମୁଖ ନେତାମାନେ ଏକାଠି ହୋଇ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗଙ୍କ ବିରୋଧରେ କଡ଼ା ସମାଲୋଚନା କରିଛନ୍ତି।…