CEC’s Daughter & Noida DM Medha Roopam At Center Of Fresh Storm: From NSA Controversy To SC Muted Hearing/ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଝିଅଙ୍କୁ ଆଦାଲତରେ ବିଶେଷ ସୁବିଧା? CJIଙ୍କୁ ସିଧା ଓକିଲ ସଂଘର ଚିଠି
ନୋଇଡା (ଗୌତମ ବୁଦ୍ଧ ନଗର)ର ଜିଲ୍ଲାପାଳ (DM) ତଥା ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାରଙ୍କ ଝିଅ, ଆଇ.ଏ.ଏସ. ମେଧା ରୂପମ ଏବେ ଏକ ବଡ଼ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଜଣେ ଛାତ୍ରୀଙ୍କ ଉପରେ ଜାତୀୟ ସୁରକ୍ଷା ଆଇନ (NSA) ଲଗାଇବା, ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଏବଂ ପରେ ସୁପ୍ରିମକୋର୍ଟରେ ମାମଲାର ଶୁଣାଣିକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି। ଘଟଣାଟି କ’ଣ? ନୋଇଡାରେ ଶ୍ରମିକ ଆନ୍ଦୋଳନ ସମୟରେ ଗିରଫ ହୋଇଥିବା ଦିଲ୍ଲୀ ବିଶ୍ୱବିଦ୍ୟାଳୟର…



