No UPI Payments on Oct 2: Mobile Retailers Stage Countrywide Protest Against New Charges/UPI ଉପରେ ଚାର୍ଜକୁ ବିରୋଧ: ଅକ୍ଟୋବର ୨ରେ ସାରା ଦେଶରେ ‘No UPI Day’
ଅକ୍ଟୋବର ୨ରେ ‘No UPI Day’ ଡାକରା: UPI ଉପରେ ଚାର୍ଜକୁ ବିରୋଧ କରି ମୋବାଇଲ ବ୍ୟବସାୟୀଙ୍କ ବଡ଼ ପଦକ୍ଷେପ ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୨ ତାରିଖ (ଗାନ୍ଧୀ ଜୟନ୍ତୀ)ରେ ସାରା ଦେଶରେ ‘No UPI Day’ ପାଳନ କରିବାକୁ ନିଷ୍ପତ୍ତି ନେଇଛି ଅଲ ଇଣ୍ଡିଆ ମୋବାଇଲ ରିଟେଲର୍ସ ଆସୋସିଏସନ (AIMRA)। ଡିଜିଟାଲ ଲେଣଦେଣକୁ ପ୍ରୋତ୍ସାହନ ଦିଆଯାଉଥିବା ବେଳେ UPI କାରବାର ଉପରେ ପ୍ରସ୍ତାବିତ MDR (ମରଚାଣ୍ଟ ଡିସକାଉଣ୍ଟ ରେଟ୍) ଚାର୍ଜ ଲାଗୁ କରିବାକୁ ସରକାରଙ୍କ ଯୋଜନା…



