No More Fake Claims & Influencer Ads: NMC Standardizes Healthcare Promotions in India/ଡାକ୍ତର ଓ ହସ୍ପିଟାଲ୍ଙ୍କ ଭ୍ରାମକ ବିଜ୍ଞାପନ ଉପରେ କଟକଣା: କଡ଼ା ନିୟମ ଆଣିଲେ NMC
ଡାକ୍ତର ଓ ହସ୍ପିଟାଲ୍ଙ୍କ ମନମୁଖୀ ବିଜ୍ଞାପନ ଉପରେ କଟକଣା: NMC ଆଣିଲା ନୂଆ ନିୟମ ଡାକ୍ତରୀ ସେବା ନାଁରେ ଚାଲିଥିବା ଭ୍ରାମକ ବିଜ୍ଞାପନ ଏବଂ ପ୍ରଚାର ଉପରେ ଏବେ ଲଗାମ ଲଗାଇଛନ୍ତି ଜାତୀୟ ମେଡିକାଲ କମିଶନ (NMC)। ଏଣିକି ଡାକ୍ତର କିମ୍ବା ହସ୍ପିଟାଲଗୁଡ଼ିକ ଗ୍ରାହକ/ରୋଗୀଙ୍କୁ ଆକୃଷ୍ଟ କରିବା ପାଇଁ ଜାଲ୍ ଭିଡିଓ, କୃତ୍ରିମ ବୁଦ୍ଧିମତ୍ତା (AI) ଦ୍ୱାରା ତିଆରି ସ୍ୱର, ଫେକ୍ ରିଭ୍ୟୁ କିମ୍ବା ରୋଗୀଙ୍କ ମତାମତ (Testimonials) ବ୍ୟବହାର କରିପାରିବେ ନାହିଁ। ନୂଆ ନିୟମରେ କ’ଣ…



