Abhishek Sharma Smashing 35-Ball Ton Breaks Virat Kohli’s T20 Record/ଅଭିଷେକ ଶର୍ମାଙ୍କ ଧୁଆଁଧାର ରେକର୍ଡ: ୩୫ ବଲ୍‌ରେ ଶତକ ମାରି ବିରାଟ କୋହଲିଙ୍କୁ ଟପିଲେ

ଅଭିଷେକ ଶର୍ମାଙ୍କ ଧୁଆଁଧାର ସେଞ୍ଚୁରୀ: ୩୫ ବଲ୍‌ରେ ଶତକ ହାସଲ କରି ରଚିଲେ ଇତିହାସ ନ୍ୟୁଜ୍ ଡେସ୍କ: ଭାରତୀୟ ବିସ୍ଫୋରକ ଓପନର୍ ଅଭିଷେକ ଶର୍ମା ପୁଣି ଥରେ ନିଜ ବ୍ୟାଟିଂରେ କ୍ରିକେଟ୍ ପ୍ରଶଂସକଙ୍କୁ ସ୍ତବ୍ଧ କରିଦେଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ସେ ମାତ୍ର ୩୫ ବଲ୍‌ରେ ନିଜର ଶତକ ପୂରଣ କରିବା ସହ ଟି-୨୦ କ୍ରିକେଟ୍ ଇତିହାସରେ ଏକ ନୂଆ ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଏହି ମ୍ୟାଚ୍‌ରେ ୧୯୯ ରନ୍‌ର ପିଛା…