Aadhaar Name Change: Check New UIDAI Guidelines/ବଦଳିଗଲା ଆଧାର କାର୍ଡ ନିୟମ: ଏବେ ନାଁ ବଦଳାଇବା ପାଇଁ ଲାଗିବ ଏହିସବୁ ନୂଆ ଡକ୍ୟୁମେଣ୍ଟ, ଜାଣନ୍ତୁ ନହେଲେ ଫସିବେ!

ଆଧାର କାର୍ଡରେ ନାଁ ବଦଳାଇବା ନିୟମରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ କେଉଁ କାମ ପାଇଁ ଲାଗିବ କେଉଁ ନୂଆ ଡକ୍ୟୁମେଣ୍ଟ ଆଧାର କାର୍ଡରେ ନାମ ସଂଶୋଧନ କିମ୍ବା ପରିବର୍ତ୍ତନ କରିବା ନିୟମକୁ ଅଧିକ କଡ଼ାକଡ଼ି ଓ ସ୍ପଷ୍ଟ କରିଛନ୍ତି ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI)। ଜାଲିଆତି ରୋକିବା ଏବଂ ପ୍ରକ୍ରିୟାକୁ ସହଜ କରିବା ପାଇଁ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (SOP) ଜାରି କରାଯାଇଛି। ନୂଆ ନିୟମ ଅନୁସାରେ, ଆପଣ କେଉଁ ପ୍ରକାରର ନାଁ ବଦଳାଉଛନ୍ତି,…