Govt Plans Colour-Coded Driving Licences for Indians and Foreigners; Rules Tightened/ଏବେ ବଦଳିଯିବ ଡ୍ରାଇଭିଂ ଲାଇସେନ୍ସ! ଭାରତୀୟ ଓ ବିଦେଶୀଙ୍କ ପାଇଁ ରହିବ ଅଲଗା ରଙ୍ଗ
ଡ୍ରାଇଭିଂ ଲାଇସେନ୍ସ ନିୟମରେ ବଡ଼ ପରିବର୍ତ୍ତନ: ଭାରତୀୟ ଓ ବିଦେଶୀଙ୍କ ପାଇଁ ଆସୁଛି ଅଲଗା ରଙ୍ଗର DL; ଟେଷ୍ଟ ବି ହେବ କଡ଼ା ନୂଆଦିଲ୍ଲୀ: ଦେଶରେ ଡ୍ରାଇଭିଂ ଲାଇସେନ୍ସ (DL) ନିୟମକୁ ଅଧିକ କଡ଼ାକଡ଼ି ଓ ସ୍ୱଚ୍ଛ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। କେନ୍ଦ୍ର ସରକାର ‘ସେଣ୍ଟ୍ରାଲ ମୋଟର ଭେହିକିଲ ରୁଲ୍ସ’ରେ କିଛି ବଡ଼ ଧରଣର ସଂଶୋଧନ ପାଇଁ ଏକ ଚିଠା ନୋଟିଫିକେସନ୍ (Draft Notification) ଜାରି…



