Nationwide Bank Strike: Branch Services Impacted; UPI & Digital Banking Operational/ଆଜିଠୁ କ୍ରମାଗତ କେତେକ ଦିନ ବ୍ୟାଙ୍କ ବନ୍ଦ! ଜାଣନ୍ତୁ କେଉଁ ସେବା ମିଳିବ ଏବଂ କେଉଁଟି ନାହିଁ
ଆଜି ସାରା ଦେଶ ସହ ଓଡ଼ିଶାରେ ବି ବ୍ୟାଙ୍କ ସେବା ବାଧାପ୍ରାପ୍ତ: ୫ ଦିନିଆ କାର୍ଯ୍ୟଦିବସ ଦାବିରେ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଭୁବନେଶ୍ୱର: ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଏବଂ ପେନସନ ସମ୍ବନ୍ଧୀୟ ଦାବିକୁ ନେଇ ଆଜି (୧୧ ସେପ୍ଟେମ୍ବର) ସାରା ଦେଶରେ ବ୍ୟାଙ୍କ କର୍ମଚାରୀମାନେ ଗୋଟିଏ ଦିନିଆ ଧର୍ମଘଟ କରିଛନ୍ତି। ‘ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ’ (UFBU) ର ଆହ୍ୱାନରେ ଆୟୋଜିତ ଏହି ଆନ୍ଦୋଳନ ଯୋଗୁଁ ସରକାରୀ ବ୍ୟାଙ୍କଗୁଡ଼ିକରେ କାମଧାମ ପ୍ରାୟତଃ…

