“I Was Just Going to Sleep”: Amitabh Bachchan Slams Retirement Rumors/ଅମିତାଭ ବଚ୍ଚନ ଅଭିନୟ ଛାଡ଼ୁନାହାନ୍ତି: ଅବସର ଗୁଜବର ସତ ଜଣାଇଲେ ବିଗ୍-ବି
ଅମିତାଭ ବଚ୍ଚନ ଅଭିନୟ ଛାଡ଼ୁନାହାନ୍ତି: ‘ରିଟାୟାର’ ଖବରର ସତ ଜଣାଇଲେ ବିଗ୍-ବି ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଅଭିନୟ କିମ୍ବା ଟିଭି ଶୋ’ରୁ ଅବସର ନେଉଛନ୍ତି ବୋଲି ଚାଲିଥିବା ଚର୍ଚ୍ଚାରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ନିକଟରେ ତାଙ୍କର ଗୋଟିଏ ବ୍ଲଗ୍ ପୋଷ୍ଟକୁ ନେଇ ଗଣମାଧ୍ୟମରେ ସେ ଅବସର ନେଉଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା। ତେବେ ଏହାକୁ ନିଜର ମଜାଳିଆ ଏବଂ ସ୍ପଷ୍ଟ ଶୈଳୀରେ ଖଣ୍ଡନ କରିଛନ୍ତି ନିଜେ ଅମିତାଭ। କାହିଁକି ଆରମ୍ଭ ହୋଇଥିଲା ଗୁଜବ? ସେ…

