[In Pics] Devotees Throng Bindusagar Ghats on Holy Mahalaya/ମହାଳେୟା 2026: ବିନ୍ଦୁସାଗରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଓ ପିତୃ ତର୍ପଣ
ମହାଳେୟା 2026: ଭୁବନେଶ୍ୱର ବିନ୍ଦୁସାଗରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ପିତୃପୁରୁଷଙ୍କୁ କଲେ ତର୍ପଣ ଭୁବନେଶ୍ୱର: ପିତୃପକ୍ଷର ଅବସାନ ଏବଂ ଦେବୀପକ୍ଷର ଆବାହନ ଅର୍ଥାତ୍ ପବିତ୍ର ମହାଳେୟା ଅବସରରେ ଆଜି ରାଜଧାନୀ ଭୁବନେଶ୍ୱରର ଐତିହାସିକ ବିନ୍ଦୁସାଗର ପୁଷ୍କରିଣୀ ଠାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ଆଜି ଭୋରୁ ଭୋରୁ ଶ୍ରଦ୍ଧାଳୁ ବିନ୍ଦୁସାଗର କୂଳରେୁ ଏକାଠି ହୋଇ ସେମାନଙ୍କ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଓ ତର୍ପଣ ଅର୍ପଣ କରିଛନ୍ତି। ଶ୍ରୀଲିଙ୍ଗରାଜ ମନ୍ଦିର ଚତୁର୍ପାର୍ଶ୍ୱ ଏବଂ ବିନ୍ଦୁସାଗର କୂଳରେ ବେଶ୍ ଆଧ୍ୟାତ୍ମିକ ପରିବେଶ…



