News Inshot

Odisha CM Mohan Charan Majhi Leads High-Level Investment Drive in UAE/ଦୁବାଇରେ ଓଡ଼ିଶା ନିବେଶକ ସମ୍ମିଳନୀ: ପେଟ୍ରୋକେମିକାଲ୍ ଓ ଶିଳ୍ପ ସହଭାଗିତା ଉପରେ ଚର୍ଚ୍ଚା

ୟୁଏଇରେ ଓଡ଼ିଶା ନିବେଶକ ସମ୍ମିଳନୀ: ପ୍ରଥମ ଦିନରେ ନିବେଶ ଓ ବ୍ୟବସାୟିକ ସହଭାଗିତା ଉପରେ ଗୁରୁତ୍ବ ଦୁବାଇ:ଓଡ଼ିଶା ସରକାରଙ୍କ ୟୁଏଇ ନିବେଶ ଅଭିଯାନର ପ୍ରଥମ ଦିନରେ ବ୍ୟବସାୟ, ନିବେଶ ଓ କୂଟନୈତିକ କ୍ଷେତ୍ରରେ ଏକାଧିକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଯାଇଥିବା ଓଡ଼ିଶା ପ୍ରତିନିଧିମଣ୍ଡଳୀ ୟୁଏଇର ପ୍ରମୁଖ ଶିଳ୍ପପତି ଓ ନିବେଶକମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଅଭିଯାନ ଅଧୀନରେ ‘ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC)’ର ବ୍ୟବସାୟିକ…

“You Are a Muslim”: How Nehru Stepped In When Censors Blocked Dilip Kumar’s “Hey Ram” Scene/ନେହେରୁ ନଥିଲେ ବୋଧହୁଏ ପରଦାରେ ଦିଲୀପ କୁମାର କହିପାରିନଥାନ୍ତେ ‘ହେ ରାମ’…

‘ତୁମେ ମୁସଲମାନ, ହେ ରାମ କହିପାରିବନି’: ସେନ୍ସର ବୋର୍ଡ ଅଟକାଇବା ପରେ ନେହେରୁଙ୍କୁ ଗୁହାରି କରିଥିଲେ ଦିଲୀପ କୁମାର ଭାରତୀୟ ସିନେମା ଜଗତର ଅନ୍ୟତମ ଶ୍ରେଷ୍ଠ ଅଭିନେତା ଦିଲୀପ କୁମାରଙ୍କ ୧୯୬୧ର ପ୍ରସିଦ୍ଧ ସିନେମା ‘ଗଙ୍ଗା ଜମୁନା’କୁ ନେଇ ଏକ ରୋଚକ ଓ ଚର୍ଚ୍ଚିତ ସେନ୍ସର ବୋର୍ଡ ବିବାଦ ବର୍ତ୍ତମାନ ପୁଣି ସାମ୍ନାକୁ ଆସିଛି। ସିନେମା ନିର୍ମାତା ତିଗମାଂଶୁ ଧୁଲିଆ ଏକ କାର୍ଯ୍ୟକ୍ରମରେ ଏହି ପୁରୁଣା ଘଟଣାକୁ ସ୍ମରଣ କରିଛନ୍ତି। ଫିଲ୍ମର ଏକ ଶେଷ ଦୃଶ୍ୟରେ ମୁଖ୍ୟ…

Veg vs Non-Veg Debate: BJP’s Cultural Dilemma in Bengal Durga Puja/ବେଙ୍ଗଲରେ ‘ମଟନ୍ କଷା’ ରାଜନୀତି: ବାଗେଶ୍ୱର ବାବାଙ୍କ ନିରାମିଷ ଆହ୍ୱାନ, ଧର୍ମସଙ୍କଟରେ ସୁଭେନ୍ଦୁ

ଦୁର୍ଗାପୂଜାରେ ଆମିଷ ବନାମ ନିରାମିଷ: ବାଗେଶ୍ୱର ବାବାଙ୍କ ବୟାନ ପରେ ବେଙ୍ଗଲ ରାଜନୀତି ଗରମ ଦୁର୍ଗାପୂଜା ସମୟରେ ମଣ୍ଡପ ଆଖପାଖରେ ଆମିଷ ଖାଦ୍ୟ ବିକ୍ରି ଓ ଭକ୍ଷଣ ବନ୍ଦ କରିବାକୁ ବାଗେଶ୍ୱର ଧାମର ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ (ବାଗେଶ୍ୱର ବାବା) ଦେଇଥିବା ଆହ୍ୱାନକୁ ନେଇ ପଶ୍ଚିମବଙ୍ଗ ରାଜନୀତି ଓ ସାମାଜିକ ଗଣମାଧ୍ୟମରେ ବିବାଦ ତୀବ୍ର ହୋଇଛି। ବେଙ୍ଗଲରେ ଶାକ୍ତ ପରମ୍ପରା ଅନୁସାରେ ଦୁର୍ଗାପୂଜା ଓ କାଳୀପୂଜାରେ ମାଂସ (ପାଠା ବଳି) ଏବଂ ମାଛ ଭୋଗ ଚଢ଼ାଯିବା ସହ…

₹1.31 Crore Per Match! Campa Cola Leads Bid as BCCI Lands ₹129.85 Crore Deal/ଭାରତୀୟ କ୍ରିକେଟ୍‌ରେ AI ର ଏଣ୍ଟ୍ରି: BCCI କଲା ₹୧୨୯.୮୫ କୋଟିର ମେଗା ଡିଲ୍

BCCI ର ବଡ଼ ଡିଲ୍: ଭାରତୀୟ କ୍ରିକେଟ୍ ସହ ଯୋଡ଼ିହେଲେ ୩ ପ୍ରମୁଖ ବ୍ରାଣ୍ଡ, ବୋର୍ଡ ଖାତାକୁ ଆସିବ ₹୧୨୯.୮୫ କୋଟି ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ପୁଣି ଥରେ ଏକ ବଡ଼ ବ୍ୟାବସାୟିକ ସଫଳତା ହାସଲ କରିଛି। ଭାରତରେ ଖେଳାଯିବାକୁ ଥିବା ଘରୋଇ ସିରିଜ୍ ଗୁଡ଼ିକ ପାଇଁ BCCI ୩ଟି ପ୍ରମୁଖ ବ୍ରାଣ୍ଡ ସହିତ ଏକ ନୂଆ ‘ଅସୋସିଏଟ୍ ପାର୍ଟନରସିପ୍’ (Associate Partnership) ଚୁକ୍ତି ସ୍ବାକ୍ଷର କରିଛି। ଏହି ଚୁକ୍ତିରୁ BCCI ସାଢ଼େ ୩…

CM Mohan Charan Majhi Arrives in Abu Dhabi to Launch Odisha’s UAE Investment Drive/ଆବୁଧାବିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ଆରମ୍ଭ ହେଲା ଓଡ଼ିଶାର ୟୁଏଇ ନିବେଶ ଅଭିଯାନ

ଆବୁଧାବିରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆରମ୍ଭ ହେଲା ଓଡ଼ିଶାର ୟୁଏଇ ନିବେଶ ଅଭିଯାନଆବୁଧାବି/ଭୁବନେଶ୍ୱର:ରାଜ୍ୟକୁ ବୃହତ୍ ଶିଳ୍ପ ଓ ନିବେଶ ଆଣିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସଂଯୁକ୍ତ ଅରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରେ ପହଞ୍ଚିଛନ୍ତି। ଏହି ଗସ୍ତ ସହ ଓଡ଼ିଶାର ଉଚ୍ଚସ୍ତରୀୟ ୟୁଏଇ ନିବେଶ ଅଭିଯାନର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଛି। ସେପ୍ଟେମ୍ବର ୯ ରୁ ୧୧ ପର୍ଯ୍ୟନ୍ତ ସେଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଓ ବୈଠକ ଅନୁଷ୍ଠିତ ହେବ।ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଉଚ୍ଚସ୍ତରୀୟ…