Written by saisaswat1981@gmail.comJune 18, 2026
Sports Image
ରେଳ ବ୍ରିଜ୍ ତଳେ ଦୋଳି
ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବିଲକୁଲ ସତ ଘଟଣା। କଟକ ବାରଙ୍ଗ କଣ୍ଟାପାଟଣା ନିକଟରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ। ପୁରୀ ମେନ୍ କେନାଲ୍ ର ରେଲୱେ ବ୍ରିଜ୍ ତଳେ ରସି ଲଗାଇ ଦୋଳି ହୋଇଛି। ଏଇ ଦୋଳିରେ ଝୁଲୁଛନ୍ତି କିଛି ପିଲା। ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଜିଆରପି ପହଞ୍ଚି ଦୋଳିକୁ ବାହାର କରିଛି।
ରଜ ବେଳେ କିଛି ଅସାମାଜିକ ଯୁବକ ଏଭଳି ଦୋଳି ବାନ୍ଧିଥିବା ସୂଚନା ମିଳିଛି। ଉପରେ ଟ୍ରେନ, ତଳେ କେନାଲ ପାଣି ଏବେ ବିପଦଜନକ ଭାବେ ଦୋଳି କିଏ ବାନ୍ଧିଲା ଓ କିଏ ଏମିତି ଖେଳୁଛି ତାକୁ ନେଇ ତଦନ୍ତ ବି ଚାଲିଛି। ଆମେ ଏଠି କହି ରଖୁଛୁ କି, ଏମିତି ଖେଳ ଜୀବନ ପ୍ରତି ବିପଦଜନକ। ଆଦୌ ଏଭଳି କରନ୍ତୁ ନାହିଁ।
You may also like

Ronaldo makes history as Brazil join the party
November 24, 2022

Qatar World Cup Faces New Edict: Hide the Beer
November 24, 2022
You may be interested
Qatar World Cup Faces New Edict: Hide the Beer
Thursday, November 24 2022By saisaswat1981gmail-com
Lorem Ipsum is simply dummy text of the printing and typesetting...
Ronaldo makes history as Brazil join the party
Thursday, November 24 2022By saisaswat1981gmail-com
Lorem Ipsum is simply dummy text of the printing and typesetting...

Leave a Reply