Day: June 18, 2026
Written by saisaswat1981@gmail.comJune 18, 2026
Sports Image
ରେଳ ବ୍ରିଜ୍ ତଳେ ଦୋଳି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବିଲକୁଲ ସତ ଘଟଣା। କଟକ ବାରଙ୍ଗ କଣ୍ଟାପାଟଣା ନିକଟରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ। ପୁରୀ ମେନ୍ କେନାଲ୍ ର ରେଲୱେ ବ୍ରିଜ୍ ତଳେ ରସି ଲଗାଇ ଦୋଳି ହୋଇଛି। ଏଇ ଦୋଳିରେ ଝୁଲୁଛନ୍ତି କିଛି ପିଲା। ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଜିଆରପି ପହଞ୍ଚି ଦୋଳିକୁ ବାହାର କରିଛି। ରଜ ବେଳେ କିଛି ଅସାମାଜିକ ଯୁବକ ଏଭଳି ଦୋଳି ବାନ୍ଧିଥିବା ସୂଚନା
